ବାଲେଶ୍ୱର: ଶିକ୍ଷକ ବଦଳିକୁ ନେଇ ଜୋର ଧରିଲା ଆନ୍ଦୋଳନ । ବାଲେଶ୍ୱର ଜିଲ୍ଲା ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଳଦିକୁ ନେଇ ରାଜରାସ୍ତାରେ ଅଡ଼ି କରିବସିଛନ୍ତି ଛାତ୍ରୀ । ଏପରିକି ଛାତ୍ରୀମାନେ ସ୍କୁଲ ଗେଟ୍ ତାଲା ପକାଇ ରାସ୍ତା ଅବରୋଧ କରିଛନ୍ତି । ଏହି ସ୍କୁଲର ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ ଖନ୍ତପଡ଼ା ବାଳିକା ବିଦ୍ୟାଳୟକୁ ବଦଳି କରାଯାଇଛି । ତେବେ ପରୀକ୍ଷା ନିକଟରେ ଥିବାରୁ ଶିକ୍ଷକ ବଦଳି ପିଲାମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ଚିନ୍ତାରେ ଏପରି ଆନ୍ଦୋଳନ କରିଥିବା ଜଣାପଡ଼ିଛି । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ପିଲା ହଟିଥିଲେ ।
ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଳଦିକୁ ନେଇ ଛାତ୍ରୀ ଆନ୍ଦୋଳନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- NicoDob on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- Aidanstupe on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Angie on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- ConradAcrom on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
- RobertMib on ୭୪ ବର୍ଷରେ ପାଦ ଦେଲେ ନବୀନ
