ମାଲାକାନଗିର: ମାଓବାଦୀଙ୍କ ସହୀଦ ସପ୍ତାହ ଚାଲୁଥିବା ବେଳେ ଆଜି ମାଓତାଣ୍ଡବ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମହୁପଦର ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି । ମୁଣ୍ଡାଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ବସକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ୨୦ରୁ୩୦ ମାଓବାଦୀ ଆସି ନଡ଼ିଆ ରାଣୀ ନାମକ ବସକୁ ପୋଡ଼ି ଦେବା ସହ ଗାଡ଼ି ଚାଳକକୁ ନିସ୍ତୁକ ପିଟିଥିଲେ । ମାଓବାଦୀମାନେ ସହୀଦ ସପ୍ତାହ ପାଳନ କରୁଥିବା ବେଳେ ଏହାକୁ ସମର୍ଥନ କରିବା ପାଇଁ ପ୍ରାଜାକୋର୍ଟରୁ ତାଗିଦ୍ ଦିଆଯାଇଥିଲା କିନ୍ତୁ ନଡ଼ିଆ ରାଣୀ ବସଟି ମାଓବାଦୀଙ୍କ ତାଗିଦ୍କୁ ବେଖାତିର କରି କୋମାରପାଲ୍ଲୀ ଠାରୁ ମୋଟକୁ ଯାତାୟତ କରୁଥିଲା । ଯାହାକୁ ନେଇ ମାଓବାଦୀମାନେ ଏପରି ବର୍ବର କାଣ୍ଡ ଘଟଇଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ସାରା ଅଂଚଳରେ ଭୟର ବାତାବରଣ ଲାଗି ରହିଛି
ମାଓବାଦୀଙ୍କ ସହୀଦ ସପ୍ତାହରେ ମାଓତାଣ୍ଡବ; ମେଳିକରି ଆସିଲେ ଡ୍ରାଇଭରକୁ ନିସ୍ତୁକ ପିଟିଲେ ବସ ଜାଳିଦେଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Terryjoita on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- mostbet_wdmt on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- JaydenFum on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- alkoholizem_keSt on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Wendellanave on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
