ବାଲେଶ୍ୱର: ସୋର ରାଇପୁର ଗାଁରେ ଅଭାବନୀୟ ଘଟଣା । ଗାଁର ସଞ୍ଜୟ ପାଢୀ ନାମକ ଯୁବକ ବେକକୁ ନିଜ ଗାମୁଛାରେ ବାନ୍ଧି ଆତ୍ମହତ୍ୟା କରିଛି । ସୂଚନାଅନୁଯାୟୀ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏକ ବାଳିକା ଅପହରଣ ମାମଲାରେ ପୋଲିସ ମିଥ୍ୟା ଅଭିଯୋଗ ରେ ସଞ୍ଜୟଙ୍କୁ ସନ୍ଦେହରେ ବାରମ୍ବାର ଜେରା କରୁଥିବାରୁ ଭାରସାମ୍ୟ ହରାଇଥିଲେ । ଯାହାକୁ ନେଇ ଅତ୍ମହତ୍ୟା ପନ୍ଥା ଅପଣାଇଥିବା ପରିବାର ଲୋକ ଅଭିଯୋଗ କରିଛିନ୍ତି । ଅପରପକ୍ଷେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଅସହ୍ୟ ହେଲା ପୋଲିସର ଜେରା; ଆତ୍ମହତ୍ୟାର ପନ୍ଥା ଅପଣାଇଲା ଯୁବକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
