ବ୍ରହ୍ମଗିରି ଢ଼ାବା ଛକରୁ ୭ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ

Odisha Hot News
0 Min Read

ପୁରୀ, ୦୬।୧୧: ପୁରୀ ଜିଲ୍ଲା ବ୍ରହ୍ମଗିରି ଢ଼ାବା ଛକରୁ ୭ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ । ୭୫ ଗ୍ରାମ୍ ବ୍ରାଉନ ସୁଗାର ଜବତ ସହ ଅବକାରୀ ବିଭାଗ ଦ୍ବାରା ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ବିଜିପୁର ଗ୍ରାମର ଶରତ ରାଉତ ବୋଲି ସୂଚନା ମିଳିଛି ।

Share This Article