କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌର ନିର୍ବାଚନ ପାଇଁ ବିଗତ କିଛି ଦିନରୁ ଚାଲିଥିଲା ଅଙ୍କକସା ଦଳିୟ ଟିକେଟ ପାଇଁ ଚାଲିଥିଲା। ଯେଉଁମାନେ ଟିକେଟ୍ ପାଇଲେ ନାହିଁ ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଲେ। ଆଉ କିଛି ବ୍ୟକ୍ତି ବିଧାୟକଙ୍କ କଥାରେ ରହିଗଲେ। କିନ୍ତୁ ଯେତେବେଳେ ବିଧାୟକ ଶଶି ଭୂଷଣ ବେହେରା ଅମୀରକୁ ପଚାରିଲେ ତାଙ୍କର ଜବାବ ଥିଲା “ମୁଁ କୋଣସି ୱାର୍ଡ ପାଇଁ ଟିକେଟ ଆଶାୟୀ ନାହିଁ। କିନ୍ତୁ ସମସ୍ତ ସଂଖ୍ୟାଲଘୁ ୱାର୍ଡରେ ପାର୍ଥିଙ୍କୁ ସହଯୋଗ କରିବି ଯାହା ଦଳ ଓ କର୍ମୀଙ୍କ ସଂଘଠନର ସମସ୍ୟା ରହିଛି ତାକୁ ଦେଖିବି ଓ ସମସ୍ତେ ପ୍ରାର୍ଥି କିପରି ଜିତିବେ ଚେଷ୍ଟା କରିବି ବୋଲି ମହମ୍ମଦ ଆମିର ପ୍ରକାଶ କରିଛନ୍ତି
। ବିଶେଷ କରି ଯେଉଁମାନେ ଦଳରେ ବରିଷ୍ଠ ଅଛନ୍ତି ତାଙ୍କୁ ସମ୍ମାନ ଜଣାଇ ତାଙ୍କର ସହଯୋଗ ଲୋଡ଼ିବି। ଯେଉଁମାନେ ଦଳରେ ଅଣଦେଖା ଅନୁଭବ କରୁଛନ୍ତି ତାଙ୍କୁ ଆଗ ଧାଡିରେ ସାମିଲ କରିବା ପାଇଁ ପ୍ରୟାସ କାରିବି ବୋଲି ମହମ୍ମଦ ଆମିର ପ୍ରକାଶ କରିଛନ୍ତି।
ସଂଗଠନ ଦାୟିତ୍ୱ ପାଇଁ ପ୍ରାର୍ଥୀ ହେଲେ ନାହିଁ ମହମ୍ମଦ ଆମିର

Comment