ସ୍ଵାମୀଙ୍କ ପୂର୍ବରୁ ବୟଫ୍ରେଣ୍ଡଙ୍କ ଠାରୁ ପ୍ରେଗନେଣ୍ଟ ହେଇ ସାରିଛନ୍ତି Bollywood ର ଏହି 4 ଜଣ ହିରୋଇନ

Odisha Hot News
3 Min Read

ଭୁନେଶ୍ବର : ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ଅଭିନେତ୍ରୀ ବର୍ତ୍ତମାନ ନିଜ ପ୍ରେଗ୍ନେନ୍ସି ପାଇଁ ବହୁତ ଚର୍ଚାରେ ଅଛନ୍ତି ହେଲେ ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡ ଦ୍ଵାରା ପ୍ରେଗ୍ନେଣ୍ଟ ହୋଇଯାଇଥିଲେ । ବୟଫ୍ରେଣ୍ଡ ଦ୍ଵାରା ପ୍ରେଗ୍ନେନ୍ଟ ହୋଇ ମଧ୍ୟ ସେ ଆଜି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସେଲିନା ଜେଟ୍ଲି- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମିସ୍ ଇଣ୍ଡିଆ ସେଲିନା ଜେଟ୍ଲି । ସେଲିନା ବିବାହ ପୂର୍ବରୁ ନିଜ ବୟଫ୍ରେଣ୍ଡ ଦ୍ୱ୍ରା ପ୍ରେଗ୍ନେନ୍ଟ ହୋଇଯାଇଥିଲେ, ସେଥିପାଇଁ ତାଙ୍କୁ ଏବର୍ସନର ସାହାରା ନେବାକୁ ପଡିଥିଲା । ଏହାପରେ ସେ ପିଟର ହଗଙ୍କୁ ଡେଟ କରି ତାଙ୍କ ସହ ବିବାହ କରିଲେ । ମିଡିଆ ରିପୋର୍ଟସ ମୁତାବକ ପିଟରଙ୍କୁ ସେଲିନାଙ୍କ ପ୍ରେଗ୍ନେନ୍ସି ବିଷୟରେ ସମସ୍ତ କଥା ଜଣା ଥିଲା । ସବୁ କଥା ଜାଣି ମଧ୍ୟ ସେ ସେଲିନାଙ୍କ ସହ ବିବାହ କରିଥିଲେ, ପିଟରଙ୍କର ଦୁବାଇରେ ହୋଟେଲର ବିଜନେସ ଅଛି । ସେଲିନା ନିଜ ସ୍ଵାମୀଙ୍କ ସହ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି ।

କଙ୍କୋନା ସେନ- ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଙ୍କୋନା ସେନ । ଆପଣ ମାନେ ସମସ୍ତେ କଙ୍କୋନାଙ୍କୁ ବହୁତ ବଲିଉଡ ଫିଲ୍ମରେ ଦେଖିଥିବେ । ଅଭିନେତ୍ରୀ କଙ୍କୋନା ବହୁତ ସମୟ ପର୍ଯ୍ୟନ୍ତ ଅଭିନେତା ରଣବିର ସୋରେଙ୍କୁ ଡେଟ କରୁଥିଲେ । ଖବର ମୁତାବକ ଜଣା ପଡିଛି ଯେ, କଙ୍କୋନା ନିଜ ବୟଫ୍ରେଣ୍ଡ ରଣବିରଙ୍କ ଦ୍ଵାରା ବିବାହ ପୂର୍ବରୁ ପ୍ରେଗନେଣ୍ଟ ହୋଇଯାଇଥିଲେ । ଏହି ଦୁଇଜଣ ୨୦୧୦ ମସିହା ସେପ୍ଟେମ୍ବର ମାସରେ ପରସ୍ପର ସହ ବିବାହ କରିଥିଲେ । ବିବାହର ୬ ମାସ ପରେ କଙ୍କୋନା ଏକ ଝିଅକୁ ଜନ୍ମ ଦେଇଥିଲେ । ହେଲେ ବନ୍ଧୁଗଣ ୨୦୧୫ ମସିହାରୁ ଏହି ଦୁଇଜଣ ଅଲଗା ଅଲଗା ରହୁଛନ୍ତି ।

ସାରିକା- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସାରିକା । ଅଭିନେତା କମଲ ହସନଙ୍କ ପ୍ରେମରେ ପଡିବା ପୂର୍ବରୁ ସେ ଅନ୍ୟ କାହା ଛୁଆର ମା ହୋଇଯାଇଥିଲେ । ହେଲେ ସେହି ସମୟରେ ତାଙ୍କୁ ଏବର୍ସନର ସାହାରା ନେବାକୁ ପଡିଥିଲା । ଏହାପରେ ତାଙ୍କୁ କମଲ ହସନ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ । ଖବର ଏହା ମଧ୍ୟ ଆସିଥିଲା ଯେ ବିବାହ ପୂର୍ବରୁ ସାରିକା କମଲ ହସନଙ୍କ ଛୁଆର ମା ହେବାକୁ ଯାଉଥିଲେ ସେଥିପାଇଁ ତାଙ୍କୁ ଶୀଘ୍ର ବିବାହ କରିବାକୁ ପଡିଥିଲା ।

- Advertisement -
Ad image

ଅମୃତା ଅରୋରା- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅମୃତା ଅରୋରା । ଅଭିନେତା ଅରବାଜ ଖାନଙ୍କ ଶାଳି ଅମୃତା ଅରୋରା ନିଜ ବୟଫ୍ରେଣ୍ଡ ଶକିଲ ଲଡକଙ୍କ ସହ ୪ ମାର୍ଚ ୨୦୦୯ ମସିହାରେ ବିବାହ କରିଥିଲେ । ହେଲେ ବିବାହ କରିବା ପୂର୍ବରୁ ଅମୃତା ଗର୍ଭବତୀ ଥିଲେ ସେଥିପାଇଁ ସେ ନିଜ ବୟଫ୍ରେଣ୍ଡ ଶକିଲଙ୍କ ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Share This Article