ଆଜି ରାଜ୍ୟରେ ଆଉ ୭୩୭ ଆକ୍ରାନ୍ତ କରୋନାରୁ ସୁସ୍ଥ

Odisha Hot News
1 Min Read

 ଆଜି ରାଜ୍ୟରେ ୭୩୭ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର  ସର୍ବାଧିକ ୭୩ ଜଣ  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି। ଏହା ସହିତ ସୁନ୍ଦରଗଡରୁ ୭୦, ମୟରୁଭଞ୍ଜରୁ ୫୩, ଅନୁଗୁଳର ୪୪,ଜଗତସିଂହପୁରର ୪୦, କଟକର ୩୯,ନବରଙ୍ଗପୁରର ୩୭, ନୂଆପଡାର ୩୬, ଝାରସୁଗୁଡାର ୩୩, କେନ୍ଦୁଝରର ୩୨, ପୁରୀର ୩୨, ବଲାଙ୍ଗିରର ୩୦, କେନ୍ଦ୍ରାପଡାର ୩୦, ଢେଙ୍କାନାଳର ୨୦,ଗଞ୍ଜାମର ୧୬.ଭଦ୍ରକର ୧୫,କଳାହାଣ୍ଡିର ୧୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡର ୧୪,ଯାଜପୁର ୧୪,ସମ୍ବଲପୁରର ୧୪, ବାଲେଶ୍ବରର ୧୩, କୋରାପୁଟର ୧୧, ମାଲକାନଗିରିର ୯, ରାୟଗଡାର ୭, ସୋନୁପରର ୭, ନୟାଗଡର ୬, ଦେବଗଡର ୪, ଗଜପତିର ୪, କନ୍ଧମାଳର ୪, ବୌଦ୍ଧର ୨ ଓ ଷ୍ଟେଟପୁଲରୁ ୧୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୦୮୮୩୯ରେ ପହଞ୍ଚିଛି।

Share This Article