ସରିଲା ୪ ଲୋକସଭା ଆସନର ପ୍ରାର୍ଥୀପତ୍ର ଯାଞ୍ଚ, ମୋଟ ଏତିକି ଜଣ ରହିଲେ ବୈଧ ପ୍ରାର୍ଥୀ, କଟିଲେ ଜଣେ
ଭୁବନେଶ୍ବର: ଗତକାଲି ଶୁକ୍ରବାରରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେପି ନେତାଙ୍କୁ ଦଣ୍ଡ, ସଭାପତି ମନମୋହନ ଦଳରୁ କଲେ ବହିସ୍କାର
ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ…
ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ ଟାଙ୍ଗୀ ଗୋଷ୍ଠୀ…
ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡା
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲା ସୋର ବିଧାୟକ ଶ୍ରୀଯୁକ୍ତ…
ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୦ରେ ମତଦାନ
ଭୁବନେଶ୍ବର: ଆଜି ଓଡିଶା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ଦ୍ବିତୀୟ…
ଡ଼କାୟତି ଯୋଜନା ପଣ୍ଡ: ୩ ଗିରଫ, ବହୁ ମାରଣାସ୍ତ୍ର ଜବତ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ବିଳମ୍ବିତ ରାତିରେ ହଳିଆପଦର ବସଷ୍ଟାଣ୍ଡ ନିକଟରେ ଗୋଳନ୍ଥରା ଥାନା…
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କୁସୁମ ପଡା ଛକରେ ଆଜି…
ଡାବୁଗାଁ ଓ ନବରଙ୍ଗପୁରରେ ପାଣ୍ଡିଆନଙ୍କ ଶଙ୍ଖନାଦ, ବିଶାଳ ଜନସମୁଦ୍ର ଦେଖି ବିରୋଧୀ ବାଚାଳ
ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ନବରଙ୍ଗପୁର ଲୋକସଭା…
୧୨ ସହର ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ, ୪୪ ଡିଗ୍ରୀ ସହ ଅନୁଗୁଳ ଆଜି ଉତ୍ତପ୍ତ ସହର, ତାତି ଆହୁରି ବଢିବ
ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟରୁ ତାପମାତ୍ରା ଖସିବାର ନାଁ ଧରୁ ନାହିଁ। ଏପରି ଅବସ୍ଥା ହୋଇଛି…
ବାଲୁଗାଁରୁ ଗୋରୁ ବୋଝେଇ ଟ୍ରକ ଜବତ, ୫୬ ଗାଈଗୋରୁ ଉଦ୍ଧାର, ଡ୍ରାଇଭର ହେଲ୍ପର ଫେରାର
ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଦୀକ୍ଷିତପଡା ଅଂଚଳରୁ ଏକ ନମ୍ବର…