ବାତ୍ୟା ‘ଦାନା’ର ପ୍ରଭାବକୁ ଆକଳନ କରି ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ସମ୍ପାଦନ କଲା ପାରାଦୀପ ବନ୍ଦର କର୍ତ୍ତୃପକ୍ଷ
ଭୁବନେଶ୍ଵର: ଆଜି ସାମୁଦ୍ରିକ ଝଡ଼ ‘ଦାନା’ ପାଖେଇ ଆସୁଥିବା ବେଳେ ଏଥିରେ ପାରାଦୀପ ବନ୍ଦର ପ୍ରଭାବିତ…
Cyclone Dana ପାଇଁ ଓଡିଶା ଅଗ୍ନିଶମ ବିଭାଗର ୧୮୨ ଟି ଉଦ୍ଧାରକାରୀ ଦଳ ନିୟୋଜିତ
ଭୁବନେଶ୍ବର: ବାତ୍ୟା ଦାନାର ସଫଳ ମୁକାବିଲା କରିବା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ଏହାର…
ଚିଲିକା ଅଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ସମୀକ୍ଷା କଲେ ଉପଜିଲ୍ଲାପାଳ
ବାଣପୁର(ସୀତାରାମ ଅଗ୍ରୱାଲ): ସମ୍ଭାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ବୁଧବାର ଦିନ ଖୋର୍ଦ୍ଧା ଉପଜିଲ୍ଲାପାଳ…
ବାଣପୁର କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ବେଆଇନ ବାଘଛାଲ କାରାବାର ସଂପୃକ୍ତ ଅଭିଯୁକ୍ତ
ବାଣପୁର( ସୀତାରାମ ଅଗ୍ରୱାଲ): ବେଆଇନ ବାଘଛାଲ ଜବତ ଅଭିଯୋଗରେ ୩ ବର୍ଷ ପୂର୍ବେ ଏସଟିଏଫ ଭୁବନେଶ୍ୱର…
ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ: ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି…
ସମ୍ଭାବ୍ୟ ବାତ୍ୟାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…
ଭୁବନେଶ୍ୱର ନିକଟସ୍ଥ ମଞ୍ଚେଶ୍ୱର ଷ୍ଟେସନର ପ୍ରମୁଖ ବିକାଶ ଏବଂ ନବୀକରଣ
ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ମଞ୍ଚେଶ୍ୱର ରେଳ ଷ୍ଟେସନକୁ ପ୍ରାୟ 26.85 କୋଟି ଟଙ୍କା ବିନିଯୋଗରେ ବିକାଶ…
ଓଡ଼ିଶା ସରକାର, ଦକ୍ଷତା ବିକାଶ ଆୟୋଗ ଏବଂ କର୍ମଯୋଗୀ ଭାରତ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ…
ଅକ୍ଟୋବର ୨୪ ସନ୍ଧ୍ୟାରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳ ଅତିକ୍ରମ କରିପାରେ ଘୂର୍ଣ୍ଣିବାତ୍ୟା଼ ‘ଦାନା’: ସୋଆ ସିଇସି
ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବା ବେଳେ ଏହା ଏବେ…
ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଦେଲେ ସରକାର, ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବହିସ୍କାର
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜି…