ବାତ୍ୟା ପରର ଦୁଃଖ, ୧୯୬୫ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କଲେ ଅଗ୍ନିଶମ କର୍ମଚାରୀ, ୨୨ ଜଣଙ୍କୁ ଉଦ୍ଧାର
ଭୁବନେଶ୍ବର: ବାତ୍ୟା “ଦାନା” ସ୍ଥଳଭାଗ ଛୁଇଁବାର ଆଜକୁ ପ୍ରାୟ ତିନି ଦିନ ହୋଇଗଲାଣି । ଏହା…
ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ…
ବାଲୁଗାଁ ବଜାରରୁ ଲକ୍ଷାଧିକ ମୂଲ୍ୟର ବେଆଇନ ବାଣ ଜବତ: ୩ ବେପାରୀ ଗିରଫ
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି…
ପୁଣ୍ଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ
ବାଣପୁର (ସୀତାରାମ ଅଗ୍ରୱାଲ): ସତ୍ୟବାଦୀ ପଞ୍ଚସଖା ଯୁଗର ଅନନ୍ୟ ସାରସ୍ବତ ସାଧକ, ନିସ୍ୱାର୍ଥପର ଜନ ସେବକ,…
ଭୁବନେଶ୍ବରରେ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମର ନୃତ୍ୟ
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ…
ସିରିଜ୍ ବୋମାମାଡ ସହ ଯୁବକଙ୍କୁ ଆକ୍ରମଣ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଲୁଟ୍ ଓ ଆକ୍ରମଣ…
ଗ୍ରାମୀଣ ଭାରତର ୯୫ ପ୍ରତିଶତ ଜମିଜମା ରେକର୍ଡ ଡିଜିଟାଇଜ୍ ହୋଇଛି
ନୂଆଦିଲ୍ଲୀ: ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ…
ଦୀପାବଳିରେ ଜିଓ ଆଣିଲା ଧ..ମା..କା., ମାତ୍ର ୬୯୯ ଟଙ୍କାରେ ମିଳିବ ୪ଜି ଫୋନ୍
ଭୁବନେଶ୍ୱର: ଦେଶର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଏହାର…
ଓଡିଶାରେ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ
ଭୁବନେଶ୍ବର: ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ ସକାଳେ…
ଅଚେତ୍ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ମୃତ୍ୟୁ ଘୋଷଣା: କାରଣ ଅସ୍ପଷ୍ଟ
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ…