ଭଦ୍ରକ : ଗତକାଲି ଭଦ୍ରକ ଗସ୍ତ କରିଥିଲେ 5T ସଚିବ ଭି. କେ. ପାଣ୍ଡିଆନ୍ । ଚରମ୍ପା ସ୍ଥିତ CRSR NGOକୁ ଯାଇଥିଲେ । ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ସେ ଏନଜିଓକୁ ଯିବାବେଳେ ପ୍ରାୟ ୭୦ ଜଣ ଭିନ୍ନକ୍ଷମ ପିଲା ଖାଇବାକୁ ବସିଥିଲେ । ଭି କେ ପାଣ୍ଡିଆନ ଓ ତାଙ୍କ ଟିମ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ । କେନ୍ଦ୍ରରେ କିଭଳି ସୁବିଧା ମିଳୁଛି ସେନେଇ ପଚାରି ବୁଝିଥିଲେ । ଏହି ସମୟରେ କେନ୍ଦ୍ରର ସମ୍ପାଦକଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରକୁ ତୁରନ୍ତ ୨୨ ଲକ୍ଷ ୨୦ ହଜାର ଟଙ୍କା ସହାୟତା ରାଶି ଯୋଗାଇଥିଲେ ଫାଇଭ ଟି ସଚିବ । ଏହାକୁ ନେଇ କେନ୍ଦ୍ରର ପିଲା ଓ କର୍ମଚାରୀ ଖୁସି ବ୍ୟକ୍ତ କରିଛନ୍ତି । ପିଲାମାନଙ୍କ ମନୋବଳ ବଢ଼ିଥିବା କହିଛି ଏନଜିଓ ସଂସ୍ଥା ।
NGO ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ 5T ସଚିବ ଭି. କେ. ପାଣ୍ଡିଆନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
