ଭୁବନେଶ୍ୱର : ଆଜି ସକାଳୁ ରାଜଧାନୀରେ ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ । ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିସିôତ ହେଉଛନ୍ତି । ଆହତ ସିକ୍ୟୁରିଟି ଗାର୍ଡ ଜଣକ ହେଉଛନ୍ତି ଜ୍ଞାନେନ୍ଦ୍ର ମଲ୍ଲିକ, ସେ ଟଙ୍କପାଣି ରୋଡ ଅନ୍ତର୍ଗତ ଏକ କଲ୍ୟାଣି ମଣ୍ଡପରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି । ପ୍ରକାଶ ଯେ, ଆଜି ସକାଳ ୫.୩୦ ବେଳେ ଦୁଇ ଜଣ ଦୁବୃର୍ତ୍ତ ମଣ୍ଡପ ଭିତରକୁ ଆସି ମଣ୍ଡପ ମାଲିକ ବିଷୟରେ ପଚାରି ଥିଲେ । ପରେ ସିକ୍ୟୁରିଟି ଗାର୍ଡଙ୍କୁ ଦୁବୃର୍ତ୍ତମାନେ ପାଣି ମାଗିଥିଲେ । ପାଣି ବୋତଲ ଦେବା ପରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗାର୍ଡଙ୍କ ଉପରକୁ ଗୁଳି ଚଳାଇ ଦୁଇ ଜଣ ଫେରାର ହୋଇ ଯାଇଛନ୍ତି । ଫଳରେ ଗାର୍ଡଙ୍କ ପିଠିରେ ଗୁଳି ବାଜିଥିଲା । ଆକ୍ରମଣର କାରଣ ଜଣା ପଡିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି ମାଡ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
