ଭୁବନେଶ୍ଵର : ୯ ଲୋକସଭା ଆସନ ପାଇଁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମେ ଏନେଇ ସ୍ଵତନ୍ତ୍ର ଭାବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୯ଟି ଯାକ ନିର୍ବାଚନ ମଣ୍ଡଳୀରୁ ୭ଟିରେ ପ୍ରାର୍ଥୀ ବଦଳିଛନ୍ତି। ଏହି ତାଲିକାରେ ୩ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ।
କେଉଁଠୁ କିଏ
ଭୁବନେଶ୍ଵର ଅରୂପ ପଟ୍ଟନାୟକ
ବାଲେଶ୍ଵର ରବୀନ୍ଦ୍ର ଜେନା
ମୟୁରଭଞ୍ଜ ଡ. ଦେବାଶୀଷ ମାରାଣ୍ଡି
କେନ୍ଦ୍ରପଡ଼ା ଅନୁଭବ ମହାନ୍ତି
ଯାଜପୁର ସର୍ମିଷ୍ଠା ସେଠୀ
ଜଗତସିଂହପୁର ଡ. ରାଜଶ୍ରୀ ମଲ୍ଲିକ
ସମ୍ବଲପୁର ନଳିନୀ ପ୍ରଧାନ
ପୁରୀ ପିନାକୀ ମିଶ୍ର
ଭଦ୍ରକ ମଞ୍ଜୁଲତା ମଣ୍ଡଳ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.