ଭୁବନେଶ୍ଵର: ଆଜି ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପିଡିତ ଥିଲେ। ବର୍ତ୍ତମାନ ଭୁବନେଶ୍ଵରସ୍ଥିତ ଘରୋଇ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭେଣ୍ଟଲିଟରରେ ରଖାଯାଇଥିବା ସୂଚନା ମିଳିଛି।
ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
You Might Also Like
- Advertisement -

Comment