ପାଣିପାଗ ନେଇ ଆସିଲା ବଡ ଖବର, ୧୧ ଟି ଜିଲ୍ଲାକୁ ସତର୍କ ସୂଚନା

Odisha Hot News
0 Min Read

ଭୁବନେଶ୍ବର: ଆଜି ରାଜ୍ୟର ପାଣିପାଗ ନେଇ ଆସିଛି ବଡ ସୂଚନା। ତାହା ହେଲା ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହେବ ଝଡବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସେଥିପାଇଁ ପାଣିପାଗ ବିଭାଗ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି। ସେଗୁଡିକ ହେଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା (ଭୁବନେଶ୍ୱର ସହ), କଟକ ଏବଂ ପୁରୀ ରହିଛି। ଏହି ଜିଲ୍ଲାଗୁଡିକରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ କହିଛି।

Share This Article