ଦକ୍ଷିଣ କୋରିଆ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବିଜେତାଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା

Odisha Hot News
1 Min Read

ଭୁବନେଶ୍ୱର: ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।

ନାରାୟଣଙ୍କ ଏହି ସଫଳତା ପାଇଁ ତାଙ୍କୁ ନୟାପଲ୍ଲୀସ୍ଥିତ ତୁଷାର ଜିମ୍ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ତୁଷାର ଜିମ୍‌ର ସଭାପତି ଜିତେନ୍ଦ୍ର ଜେନା, ସମ୍ପାଦକ ବିବେକ ବାରିକ ଓ ସମାଜସେବୀ ଜଗନ୍ନାଥ ପ୍ରଧାନ, ରଶ୍ମୀ ସାହୁ, ଗୌତମ ବେହେରା, ଜଗା ବେହେରା, ରାଜେନ୍ଦ୍ର ଜେନା, ଜିତୁ, ପପୁ, ରାଜା ଓ ଜମିର ସଦସ୍ୟମାନେ ପ୍ରମୁଖ ନାରାଞ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Share This Article