ଖରୀଆର ରୋଡ ନଗର ଅଧ୍ୟକ୍ଷାଙ୍କ ଦିଲ୍ଲୀ ଗସ୍ତ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ

Odisha Hot News
0 Min Read

ଭୁବନେଶ୍ଵର: ଖରୀଆର ରୋଡ ନଗର ଅଧ୍ୟକ୍ଷାଙ୍କ ଦିଲ୍ଲୀ ଗସ୍ତ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଜୈନ ଏବଂ ସମାଜ ସେବୀ ସୋମନାଥ ଅଗ୍ରୱାଲ ଦିଲ୍ଲୀକୁ ଏକ ବୈଠକରେ ଯୋଗ ଦେବା ପାଇଁ ଯାଇଥିଲେ।

ଏହାର ସୁଯୋଗ ନେଇ ଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଖରୀଆର ରୋଡ ଠାରେ ଏକ କଲେଜ୍ ସ୍ଥାପନ ପାଇଁ ଦାବୀ କରିଛନ୍ତି।

Share This Article