ଭୁବନେଶ୍ୱର : କେନ୍ଦ୍ରର ସହାୟତା ଏପର୍ଯ୍ୟନ୍ତ ଓଡ଼ିଶାକୁ ମିଳିଲାନାହିଁ । ୍ତିତଲି ଦୁର୍ବିପାକରେ ୧୭ଜିଲ୍ଲାର ୧୨୮ଟି ବ୍ଲକ ପ୍ରଭାବିତ ହୋଇଛି । ଏବଂ ଏଥିରେ ୬୦.୩୧ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ତିତଲି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା କରିବାଲାଗି ରାଜ୍ୟ ସରକାର ୨୭୭୯.୩୨ କୋଟି ଟଙ୍କାର କ୍ଷତି ଆକଳନ କରି ଏକ ସ୍ମାରକପତ୍ର ଜରିଆରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ଠାରୁ ୨୦୨୩.୧୩ କୋଟି ଟଙ୍କା ସହାୟତା ମାଗିଥିଲେ । ଅକ୍ଟେ।।ବର ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ୧୦୦୦କୋଟି ଟଙ୍କା ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା । ତା’ପରେ କେନ୍ଦ୍ରୀୟ ଟିମ୍ ନଭେମ୍ବର ପ୍ରଥମ ସପ୍ତାହରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରଠାରୁ କୌଣସି ସହାୟତା ମିଳିନାହିଁ ।
ଏପର୍ଯ୍ୟନ୍ତ ମିଳିଲାନି କେନ୍ଦ୍ରର ସହାୟତା!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
