- Sponsored -
Ad imageAd image
Weather
26°C
Bhubaneswar
overcast clouds
26° _ 26°
90%
3 km/h
Sun
27 °C
Mon
32 °C
Tue
32 °C
Wed
32 °C
Thu
31 °C

ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଦୀୟ ଉତ୍ସବ ପାଳନ

ଭୁବନେଶ୍ୱର ୨୭।୦୯ : ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶହରା ପର୍ବ ଅବ୍ୟବହିତ ପୂର୍ବରୁ ମା ଦୁର୍ଗାଙ୍କୁ ମନେପକାଇ ଶାରଦୀୟ ଉତ୍ସବ ପାଳନ କରାଯାଇଥିଲା। ଏହି ପାର୍ବଣ ଅବସରରେ ସତ୍ୟର ଅସତ୍ୟ ଉପରେ ବିଜୟର ସନ୍ଦେଶ ଦେବା ସହ ଏକତାର ସ୍ମରଣ କରାଯାଇଥିଲା। ଆଗାମୀ ଦିନ ଗୁଡ଼ିକରେ ସମସ୍ତ ସହକର୍ମୀଙ୍କ ନିମନ୍ତେ ଖୁସି ଓ ସମୃଦ୍ଧି ଆଣିବା ନିମନ୍ତେ ଆଶୁ କାମନା କରାଯାଇଥିଲା। ଉକ୍ତ ଅବସରରେ ସମବାୟ ବିଭାଗ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ କେ ରବିକୁମାର ଓ ସାଧାରଣ ସଂପାଦକ ଶ୍ରୀ…

Odisha Hot News

ଓଡ଼ିଆ ଅଭିନେତ୍ରୀଙ୍କ ତେଲଗୁ ସିନେମା ” ବିଉଟି”

ଭୁବନେଶ୍ୱର :ଓଡ଼ିଆ ଝିଅ ନିଳାକ୍ଷୀ ପାତ୍ର ନଜର ଆସିଛନ୍ତି ତେଲୁଗୁ ଫିଲ୍ମ ‘ବିଉଟି’ରେ । ରାୟଗଡ଼ାରେ ଜନ୍ମିତ ନିଳାକ୍ଷୀ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଲାଗି ଏବେ ଅନେକ ଦର୍ଶକୀୟ ପ୍ରଶଂସା ସାଉଁଣ୍ଟୁଛନ୍ତି ।ଜେଏସ୍‌ଏସ୍‌ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏ ରୋମାଣ୍ଟିକ ଡ୍ରାମାଟି ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିଲା । ସେଥିରେ ନିଳାକ୍ଷୀଙ୍କ ସହ ଯୋଡ଼ି ବାନ୍ଧିଛନ୍ତି ଅଙ୍କିତ କୋୟା । ଭିକେ ନରେଶ, ବାସୁକୀ ଆନନ୍ଦ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମର କାହାଣୀ କଲେଜ ଛାତ୍ରୀ ଅଲେଖ୍ୟା ଓ ପୋଷାକୁକୁରଙ୍କ ପ୍ରଶିକ୍ଷକ…

Odisha Hot News

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର: ୮ ଦିନ ପରେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ ଏବଂ ଛାତିରେ ସାମାନ୍ୟ ସଂକ୍ରମଣ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘରେ ରହି ନିୟମିତ ଔଷଧ ସେବନ ସହିତ ବିଶ୍ରାମ ନେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। ଏହା ସହିତ କମ କଥା ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ବୁଦ୍ଧାଦିତ୍ୟଙ୍କୁ କଟକର…

Odisha Hot News