- Sponsored -
Ad imageAd image
Weather
27°C
Bhubaneswar
light rain
27° _ 27°
94%
3 km/h
Fri
28 °C
Sat
30 °C
Sun
30 °C
Mon
29 °C
Tue
32 °C

ଜୀ ସାର୍ଥକର ସୁପରହିଟ ମେଗା ଧାରାବାହିକ ‘ସାଥୀ ସାତ ଜନ୍ମର’: ହୋଇପାରିବ କି ଦେବ ଓ ଅର୍ଚ୍ଚନାର ବାହାଘର?

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସିଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ନିଚ୍ଛକ ଓ ବାସ୍ତବବାଦୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା। ପ୍ରସାରିତ ହେବାର ଖୁବ କମ୍ ସମୟ ମଧ୍ୟରେ ବେଶ୍ ଲୋକପ୍ରିୟତା ସାଉଁଟୁଛି ‘ସାଥୀ ସାତ ଜନ୍ମର’ ଧାରାବାହିକ। କାହାଣୀରେ ଆମେ ଦେଖିବାକୁ ପାଉଛନ୍ତି ଯେ, ଅର୍ଚ୍ଚନା ଓ ଦେବ…

Odisha Hot News

ୱେଭ୍ସ ୨୦୨୫ ରେ ଉନ୍ମୋଚିତ ହେବ ଭାରତ ପାଭିଲିୟନ୍

ମୁମ୍ବାଇ: ମୁମ୍ବାଇରେ ୱାର୍ଲଡ୍ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ -ୱେଭ୍ସ ୨୦୨୫ ପାଇଁ ବିଶ୍ବ ଏକତ୍ରିତ ହେଉଥିବା ବେଳେ ଭାରତ ଗର୍ବର ସହ ଭାରତ ପାଭିଲିୟନ୍ କୁ ଉନ୍ମୋଚନ କରିବ, ଯାହା ଦେଶର ଗଭୀର ଐତିହ୍ୟ ଏବଂ ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏହାର ବଢୁଥିବା ପ୍ରଭାବ ପ୍ରତି ଏକ ସମ୍ମାନ। ‘କଳାରୁ କୋଡ୍‌’ ଶୀର୍ଷକ ଉପରେ ଆଧାରିତ ଏହି ମଣ୍ଡପ ଭାରତର ବସୁଧୈବ କୁଟୁମ୍ବକମ୍   ଭାବନାକୁ ଉପସ୍ଥାପିତ କରିବ। ବିଶ୍ବ ହେଉଛି ଏକ ପରିବାର – ଏବଂ ଦେଶର କଳା…

Odisha Hot News

ୱାମ୍‌ ଫାଇନାଲରେ ଅଂଶଗ୍ରହଣ କରିବେ ଭାରତର ୧୧ଟି ସହରରୁ ବଛା ହୋଇଥିବା ପ୍ରତିଯୋଗୀ

ୱେଭ୍ସ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ) ର ଜାତୀୟସ୍ତରର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ଭାରତର ୧୧ଟି ସହରରୁ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଗତ କିଛି ମାସ ଧରି ଆଞ୍ଚଳିକ ସ୍ତରରେ ଆୟୋଜିତ ହୋଇଥିବା ଏକାଧିକ ପ୍ରତିଯୋଗିତାରେ ହଜାର ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଫାଇନାଲିଷ୍ଟ୍‌ ମାନଙ୍କୁ ଚୟନ କରାଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାର ଫାଇନାଲ ୱେଭ୍ସ ୨୦୨୫ ଅବସରରେ ଆୟୋଜନ କରାଯିବ। ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ବା ୱେଭ୍ସ ଆସନ୍ତା ମଇ…

Odisha Hot News