ଖୋର୍ଦ୍ଧା ଜିଲ୍ଲାରେ ମତଦାନ ବୃଦ୍ଧି ନିମନ୍ତେ ସୁଇପି କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା: ଜିଲ୍ଲାରେ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା…
ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ
ବାଣପୁର (ସୀତାରାମ ଅଗ୍ରୱାଲ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି।…
ବିଜେଡ଼ିରେ ଯୋଗ ଦେଲେ ଜଟଣୀର କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ…
କେବେ ଆସିବ ବିଜେପି ପ୍ରାର୍ଥୀ ତାଲିକା, ଓଡିଶା ପ୍ରଭାରୀ ତୋମାର କହିଲେ ଦିନ
ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ବିଜେପି ତାହାର ବିଧାନସଭାର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରି ନାହିଁ।…
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି କଲା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
ଭୁବନେଶ୍ବର: ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ।…
ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ ଗଲେ ସଭାପତି ଶରତ ପଟ୍ଟନାୟକ
ଭୁବନେଶ୍ବର: ଖୁବ ଶିଘ୍ର ଘୋଷଣା ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। ଏ ନେଇ ଆଜି ନୂଆଦିଲ୍ଲୀ…
ଶନିବାର ଦିନ ଭୁବନେଶ୍ବର ପ୍ରତିଷ୍ଠା ଦିବସ, ଜାଣନ୍ତୁ ନିର୍ବାଚନ ସମୟରେ କିପରି ହେବ ପାଳନ
ଭୁବନେଶ୍ୱର: ୭୬ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତାକାଲି ୧୩ ଅପ୍ରେଲ ୨୦୨୪ (ଶନିବାର)…
ଆଜି ଲେଉଟିବ ତାତି, ଦିନର ତାପମାତ୍ରା ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା
ଭୁବନେଶ୍ବର: କିଛି ଦିନ ଧରି ରାଜ୍ୟରେ ତାତି ହ୍ରାସ ପାଇଥିବା ବେଳେ ପୁଣି ଥରେ ତାହା…
ପରଲୋକରେ ପୂର୍ବତନ ମନ୍ତ୍ରୀ କମଳା ଦାସ, ମୃତ୍ୟୁବେଳକୁ ହୋଇଥିଲା ୭୯ ବର୍ଷ ବୟସ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ…
ବାଲୁଗାଁ ନିକଟରେ ଦୁର୍ଘଟଣାର ଶିକାର ହେଲେ କୋଣାର୍କ ଗଣନାଟ୍ୟର ଉପସ୍ଥାପକ: ବାଣପୁର ହସ୍ପିଟାଲରେ ଭର୍ତ୍ତି
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଯାତ୍ରା କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…