ରାଜ୍ୟ

Latest ରାଜ୍ୟ News

ଭୁବନେଶ୍ବର ବାସିନ୍ଦାଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ପାଇଁ ଟ୍ରାଫିକ ଛକରେ ନିର୍ମାଣ ହେଲା ଅସ୍ଥାୟୀ ଛପର

ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଏହା ଆସନ୍ତା 6 ତାରିଖ…

Odisha Hot News

ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରେ ପ୍ରାର୍ଥୀ କରି ଚମକାଇ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି ନବୀନ ପଟ୍ଟନାୟକ ବିଧାନସଭାରେ ଶେଷ ତାଲିକା ଘୋଷଣା କରିଛନ୍ତି। ଏଥିରେ ସେ କୋରେଇରୁ…

Odisha Hot News

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ରାୟଗଡା ଜନସମାବେଶରେ ଦେବେ ଯୋଗ

ଭୁବନେଶ୍ବର: ଆଜି ପୁଣିଥରେ ପ୍ରଚାରରେ ଓଡିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ଆଜି ସେ…

Odisha Hot News

ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର ବିନା ଦରମାରେ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଓଷ୍ଟା

ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟବିବେଚିତ ୧୯୪…

Odisha Hot News

ନାମାଙ୍କନ ଦାଖଲ ବେଳ ଅପରାଜିତା ଓ ମନ୍ମଥଙ୍କ ସମର୍ଥକ ମଧ୍ୟରେ ମୁହାଁମୁହିଁ, ପରିସ୍ଥିତି ଉତ୍ତେଜନା

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ଆସନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ବିଜେଡି…

Odisha Hot News

ଓଡିଶା ଉପକୂଳ ଅଂଚଳ ରେ ଗ୍ରୀଷ୍ମ ପ୍ରବାହ ହ୍ରାସ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଓଡିଶାର ଉପକୂଳ ଅଂଚଳରେ…

Odisha Hot News

ଜିଓ ଟ୍ରୁ ୫ଜି ବ୍ୟବହାରକାରୀଙ୍କ ପାଇଁ ନୂତନ ହୋମ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ୫୦ ଦିନିଆ ମାଗଣା ସେବା

ଭୁବନେଶ୍ଵର: ଭାରତର ସର୍ବବୃହତ ଟେଲିକମ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓ ଏୟାରଫାଇବର, ଜିଓ ଏୟାରଫାଇବର…

Odisha Hot News

ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ବରି ସିଂଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ ଅଭିଯୋଗ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ବରି ସିଂଙ୍କୁ ସୋସିଆଲ ମିଡିଆରେ…

Odisha Hot News

ଏଥର ବିଜେଡି ୪୦ ଜଣଙ୍କୁ କରିଛି ନୂଆ ପ୍ରାର୍ଥି, ୩୫ ବିଧାୟକଙ୍କ ଟିକେଟ କାଟିଛି, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ଏକ ନୂଆ ରେକର୍ଡ କରିଛି। ଏଥର ଦଳ ୩୫ ଜଣଙ୍କୁ…

Odisha Hot News

ନୀଳଗିରି ରାଜନୀତି ଘନେଇଲା, ସୁକାନ୍ତଙ୍କୁ ଟିକେଟ ମିଳିବା ପରେ ବିଜେଡି ଛାଡିଲେ ସନ୍ତୋଷ

ଭୁବନେଶ୍ବର: ନୀଳଗିରି ରାଜନୀତି ଏଥର ବେଶ ରୋଚକ ମୋଡ ନେଇଛି। କାରଣ ଏହି ଗୋଟିଏ ନିର୍ବାଚନ…

Odisha Hot News