ଘରୋଇ ଉପ•ର ଦ୍ୱାରା ହେବ କ୍ୟନ୍ସର ରୋଗର ନିରାକରଣ

Odisha Hot News
1 Min Read

କ୍ୟଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ମେଡିକାଲ ଫିଜିକ୍ସ ଓ ସାଇକୋଲୋଜିର ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ କ୍ୟନ୍ସର ଚିକିତ୍ସାରେ ହେଉଥିବା କେମୋଥେରାପି ରୋଗୀକୁ ଯନ୍ତ୍ରଣା ଯନିତ ମୃତ୍ୟ ଆଡକୁ ନେଇପାରେ । ସେମାନେ ପ୍ରାୟତଃ ୨୫ ବର୍ଷ ଏହା ଉପେରେ ଗବେଷଣା କରି ମନ୍ତବ୍ୟ ରଖିଛନ୍ତି । ଯଦିଓ କ୍ୟନ୍ସର ରୁ ମୁକୁଳିବା ସହଜ ନୁହେଁ ତେବେ ପ୍ରଥମେ କିଛି ଘରୋଇ ଉପାୟରେ ଏହାର କିଛିଟା ନିରାକରଣ କରାଯାଇପାରେ । ଏହାସହ ଘରୋଇ ଉପ•ରର ମଧ୍ୟ କୈାଣସି ସାଇଡ୍ ଇଫେକ୍ଟ ନଥାଏ ।
ଆମେ ପ୍ରାୟତଃ ଖାଉଥିବା ଏକ ଫଳ ହିଁ କ୍ୟାନ୍ସର ରୋଗର ନିରାକରଣର ମାଧ୍ୟମ । ଅଙ୍ଗୁର ମଞ୍ଜି ଏକମାତ୍ର ଘରୋଇ ଉପ•ାର ଯାହା କ୍ୟାନ୍ସରର କୋଷିକାକୁ କମାଇବାରେ ଫଳପ୍ରଦ ହୋଇଥାଏ । ଆମେରିକାନ ଆସୋସିଏସନ ରେ ଛପିଥିବା ଏକ ଜର୍ଣ୍ଣାଲ ମୁତାବକ ଅଙ୍ଗୁର ମଞ୍ଜିରେ ଥିବା ଜେଏନେକ କ୍ୟନ୍ସର କୋଷିକାକୁ ନିୟନ୍ତ୍ରଣ କରିଥାଏ ।
ଗବେଷଣାରୁ ଜଣାପଡିଛି ଯେ ଅଙ୍ଗୁର ମଞ୍ଜି କେବଳ ୪୮ ଘଣ୍ଟାରେ ୭୫ ପ୍ରତିଶତ କର୍କଟ କୋଷିକାକୁ କମାଇବାରେ ସାହାଯ୍ୟ କରେ ।

Share This Article
Leave a comment