ନେ,୮।୧୦- ତାରକା ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କଶ୍ୟପ ଆସନ୍ତା ଡିସେମ୍ବର ୧୬ ତାରିଖରେ ବିବାହ କରିବେ। ଏ ନେଇ ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ପଦକଧାରୀ ସାଇନା ସ୍ପଷ୍ଟ କରିଛନ୍ତି। ବିବାହ କରିବା ପାଇଁ ସମୟ ଆସିଯାଇଛି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଡିସେମ୍ବର ୧୬ ଏକମାତ୍ର ତାରିଖ, ଯେଉଁଦିନ କଶ୍ୟପଙ୍କୁ ବିବାହ କରିପାରିବି। ”ମୁଁ ଡିସେମ୍ବର ୨୦ ତାରିଖରୁ ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ରେ ବ୍ୟସ୍ତ ହୋଇଯିବି। ତା’ ପରେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଏଣୁ ବିବାହ କରିବା ପାଇଁ ୧୬ ତାରିଖ ହିଁ ଏକମାତ୍ର ଦିନ“ ବୋଲି ୨୮ ବର୍ଷୀୟ ସାଇନା ପୁନେଠାରେ କହିଛନ୍ତି। ୧୦ ବର୍ଷ ହେଲା ଲୁକାୟତ ରଖିବା ପରେ ସାଇନା ୨୦୦୭ଠାରୁ କଶ୍ୟପଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିବା କହିଛନ୍ତି।
ଡିସେମ୍ବର ୧୬ରେ ସାଇନା-କଶ୍ୟପଙ୍କ ବିବାହ ଉତ୍ସବ
Leave a Comment
Leave a Comment
- Advertisement -
Stay Connected
Comment
- Trentonsam on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- shkola onlain_ahOi on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- ColeErort on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- shkola onlain_qhOi on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- FredWow on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
