ଭୁବନେଶ୍ୱର : କୃଷ୍ଣ ଯେଉଁଠି କଳି ସେଇଠି । ଏହା ମହାଭାରତ ସମୟରୁ ଆରମ୍ଭ ହୋଇଛି । ମହାଭାରତ ଯୁଦ୍ଧ ପାଇଁ କୃଷ୍ଣଙ୍କୁ କଳିର ମଞ୍ଜି ବୋଲି ସାଧାରଣ ଲୋକମତରେ କୁହାଯାଇଥାଏ । କିନ୍ତୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ କଳିମଞ୍ଜି ବୁଣୁଛନ୍ତି କୃଷ୍ଣ । ଏ କୃଷ୍ଣ ଅନ୍ୟ କେହି ନୁହନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ଶାଣିତ ଅଭିଯୋଗ । ବିରୋଧୀ ଦଳ ନେତା ଭାବେ ନରସିଂହ ମିଶ୍ର ଦାୟିତ୍ୱ ନିର୍ବାହ ନ କରି ନବୀନଙ୍କ ସହ ଭିତିର ବୁଝାମଣା କରିଛନ୍ତି ବୋଲି ଅଭିଯୋଗ କରିବାକୁ ପଛାଇ ନାହାନ୍ତି । ଯେଉଁ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ନରସିଂହ ବିଧାନସଭାରେ ସ୍ୱର ଉଠାଇବାକୁ ପଛଘୁଞ୍ଚା ଦେଇଥିଲେ, ଏପରିକି ଆଦିବାସୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ବିଧାନସଭାରେ ପଡିଥିଲେ ମଧ୍ୟ ନରସିଂହ ଏଥିରେ ସହମତି ପ୍ରକାଶ କରି ନ ଥିଲେ । କିନ୍ତୁ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଆତ୍ମହତ୍ୟା କରିଥିବା ଆଦିବାସୀ ବାଳିକା ପାଇଁ ରାଜ୍ୟ ସରକାର ନ୍ୟାୟ ଦେଇ ନ ଥିବାରୁ କୃଷ୍ଣଚନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ । କିନ୍ତୁ କୃଷ୍ଣଚନ୍ଦ୍ରଙ୍କ ଏଭଳି ଅଭିଯୋଗ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ ବାଢ଼ିଛନ୍ତି । ତାରାବାହିନୀପତି ଶ୍ରୀକାନ୍ତଙ୍କୁ ଘରଭଙ୍ଗା ନେତା ଭାବେ ବର୍ଣ୍ଣନା କରିବାକୁ ପଛାଇ ନାହାନ୍ତି । ଶ୍ରୀକାନ୍ତ କୃଷ୍ଣଙ୍କୁ ମୋହରା କରି କଂଗ୍ରେସ ଘର ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । କୃଷ୍ଣଚନ୍ଦ୍ରଙ୍କ ଇସ୍ତଫା ଯୋଗୁଁ ନରସିଂହ ବିରୋଧୀ ଦଳ ନେତାର ମାନ୍ୟତା ହରାଇବେ ବୋଲି ଶ୍ରୀକାନ୍ତ ଯୋଜନା କରିଥିଲେ । କିନ୍ତୁ ସମତାକ୍ରାନ୍ତି ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ଯୋଗ ଦେବା ପରେ ନରସିଂହଙ୍କ ବିରୋଧୀ ଦଳ ନେତାପଦ କାଏମ ରହିଥିଲା । କଂଗ୍ରେସ କିଛିଦିନ ହେବ ବିବାଦରୁ ମୁକ୍ତ ପାଇଥିବାବେଳେ ବର୍ତ୍ତମାନ କୃଷ୍ଣ କଳିମଞ୍ଜି ପୋତିଛନ୍ତି ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।
କୃଷ୍ଣ ବୁଣିଲେ କଳିମଞ୍ଜି !
- Advertisement -
Stay Connected
Comment
- single_ifKt on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- single_rgst on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Kak naiti cheloveka po nomery telefona_djsr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- melbet_lmKr on ହୃଦରୋଗର ସରଳ ଉପଚାର
- Kak naiti cheloveka po nomery telefona_hhsr on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !

coworking space https://coworking-space-dubai.com
лента стальная оцинкованная нихромовая лента для вакуумного упаковщика
Полная версия по ссылке: https://buy-similarwebtraffic.com
Экскурсовод предложит частный тур экскурсия в Калининграде с гидом с осмотром достопримечательностей и профессиональным сопровождением.
Последние публикации: http://zoompost.ru
Все подробности по ссылке: https://regalbuild.ru
Обновлено сегодня: https://franshiza-remontoff.ru
шкаф по индивидуальным размерам изготовление шкафов на заказ
Нужна стальная лента? лента бандажная оцинкованная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
хорошая стоматология стоматология рядом со мной
дизайнерская люстра в спальню купить дизайнерский подвесной светильник
организатор свадеб москва организация свадеб
агентство по организации свадеб сайт для организации свадьбы
центр стоматологии эстетическая стоматология
лента бандажная для сип лента стальная упаковочная купить
промокод пятерочка май 2026 промокоды пятерочка доставка
Онлайн слот древнегреческих богов https://gates-of-olympus-slots.top слот с динамичным геймплеем и мифологической атмосферой. Множители, бонусные функции и высокая волатильность делают игру интересной и потенциально прибыльной
Любишь азарт? бонус при регистрации в казино подборка онлайн-казино с бесплатными фриспинами, акциями и приветственными предложениями для новых игроков. Узнайте условия получения и начните играть без пополнения счета.
Делаешь ставки? ставки на бои аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Продажа и установка камеры видеонаблюдения купить. Современные системы безопасности для квартир, домов, магазинов и складов. Настройка удалённого доступа, запись видео и круглосуточный контроль объекта.
Быстрая профессиональная монтаж видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Steam Desktop Authenticator https://sdasteam.com (SDA). It allows you to generate account login codes and automatically confirm trades or item sales on the Community Market without using your smartphone.